ଆଜି ବିଶ୍ୱ ହସ୍ତୀ ଦିବସ: ଅସୁରକ୍ଷିତ ହାତୀ, ୧୧ ବର୍ଷରେ ମଲେଣି ୮୬୨

ହାତୀ ଦାନ୍ତ ଉପରେ ଶିକାରୀଙ୍କ ଲୋଲୁପଦୃଷ୍ଟି ଭୁବନେଶ୍ବର : ଓଡ଼ିଶାକୁ ଏକଦା ହାତୀଙ୍କ ଅନ୍ତୁଡ଼ିଶାଳ ‌ବୋଲି କୁହାଯାଉଥିଲା। ମୌର୍ଯ୍ୟ, ମୋଗଲ ବଂଶ ଶାସନ ସମୟରେ ବି ଓଡ଼ିଶାର ହାତୀଙ୍କ ବ୍ୟବହାର ନେଇ ଇତିହାସରେ ଉଲ୍ଲେଖ ରହିଛି। ଓଡ଼ିଶାରେ ରାଜାମାନେ ହାତୀ ମାନଙ୍କ ଦ୍ୱାରା ସେନାବାହିନୀ କରୁଥିଲେ,ସେଥିପାଇଁ ଓଡ଼ିଶାର ରାଜାମାନଙ୍କୁ ଗଜପତି ମଧ୍ୟ କୁହାଯାଏ। କିନ୍ତୁ ଯେଉଁ ହାତୀ ମାନଙ୍କର ପାଇଁ ଏକଦା ଆମ ରାଜ୍ୟ ଗର୍ବ ଅନୁଭବ କରୁଥିଲା ସେହି … Continue reading ଆଜି ବିଶ୍ୱ ହସ୍ତୀ ଦିବସ: ଅସୁରକ୍ଷିତ ହାତୀ, ୧୧ ବର୍ଷରେ ମଲେଣି ୮୬୨